କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତSunil Chandra NayakMay 20, 2022 by Sunil Chandra NayakMay 20, 20220 କେସିଙ୍ଗା – ଆଜି କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଫଟକାମାଲ ଗ୍ରାମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା... Read more
ନୂଆପଡା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ ପାଣି ପଂଚାୟତ କାର୍ଯ୍ୟାଳୟ ଉଦଘାଟନSunil Chandra NayakMay 20, 2022 by Sunil Chandra NayakMay 20, 20220 ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଠାରେ ନିର୍ମାଣ ଶେଷ ପର୍ଯ୍ୟାୟ ହୋଇ ସାରିଥିବା ବେଳେ ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି... Read more
ଖମାର ହଳଦୀ ମାଁ ହଳଦିଏନ ବୁଢ଼ୀ ମନ୍ଦିର ପ୍ରତିଷ୍ଠାSunil Chandra NayakMay 20, 2022 by Sunil Chandra NayakMay 20, 20220 ଗୋଳାମୁଣ୍ଡା /୨୦/୫/ମସିହା/ ଗୋଳାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମପଞ୍ଚାୟତ ଖୋଦ ଖମାରହଲଦୀ ଗ୍ରାମ ଠାରେ ମାଁ ହଲଦିଏନ ବୁଢ଼ୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ... Read more
ଖଡିଆଳ ସରସତୀ ବିଦ୍ୟାମନ୍ଦିର କୁ ବିଧାୟକ ଙ୍କ ପରିଦର୍ଶନSunil Chandra NayakMay 20, 2022 by Sunil Chandra NayakMay 20, 20220 ନୂଆପଡା ଜିଲ୍ଲା ଖଡିଆଳ ସହରରେ ଥିବା ବହୁ ଦିନରୁ ନିର୍ମିତ ହୋଇଥିବା ଗୃହ ବର୍ତମାନ ଅନେକ ଗୃହଭାଙ୍ଗି ବାକୁ ଥିବା ବେଳେ ଏହାର ରକ୍ଷଣ... Read more
ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବୋଲେନ୍ ଯାତ୍ରା ଆୟୋଜିତ ହେଉଛିSunil Chandra NayakMay 20, 2022 by Sunil Chandra NayakMay 20, 20220 ଥୁଆମୂଳ ରାମପୁର:୧୯/୫ – ଏବେ ମଧ୍ୟ ଅନେକ ସ୍ଥାନର ବାସିନ୍ଦା ସେମାନଙ୍କ ପରମ୍ପରାରେ ଅନୁପ୍ରାଣିତ ହୋଇ କାହିଁ କେଉଁ କାଳରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ... Read more
ଅସୁରଗଡରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀSunil Chandra NayakMay 20, 2022 by Sunil Chandra NayakMay 20, 20220 ନର୍ଲା (ମନିସ) ନର୍ଲା ବ୍ଳକ ଐତିହାସିକ ବୀର କମଳ ମଇଦାନ ଅସୁରଗଡ ଆମ୍ବ ତୋଟା ଠାରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ ସଭାପତି ଅମରସିଂ... Read more
ଲାଞ୍ଜିଗଡ଼ – ବିଧବା ଭତ୍ତା ଅପେକ୍ଷାରେ ୭ କୁଟିଆ କନ୍ଧ ଆଦିବାସୀ ମହିଳା, ଜିଲ୍ଲାପାଳ ନିକଟରେ ଅଭିଯୋଗSunil Chandra NayakMay 20, 2022 by Sunil Chandra NayakMay 20, 20220 କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁର ୭ ଜଣ ଆଦିବାସୀ କୁଟିଆ କନ୍ଧ... Read more
ଗ୍ରାମ ପଞ୍ଚାୟତରେ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନSunil Chandra NayakMay 20, 2022 by Sunil Chandra NayakMay 20, 20220 ନର୍ଲା (ମନିସ) ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ସିଧାସଳଖ... Read more
ଜଣା ଅଜଣା… “ଲାଉଡ଼ ସ୍ପିକର”Sunil Chandra NayakMay 20, 2022 by Sunil Chandra NayakMay 20, 20220 ଯେକୌଣସି କାର୍ଯ୍ୟକ୍ରମ, ସମାବେଶ ଓ ବକ୍ତବ୍ୟ ରେ ଉଚ୍ଚ ସ୍ୱରରେ ଶୁଣିବା ପାଇଁ ଲାଉଡ଼ ସ୍ପିକର ବ୍ୟବହାର କରାଯାଇଥାଏ। ଲାଉଡ଼ ସ୍ପିକର ର ଉଦ୍ଭାବନ... Read more
ଟେମରି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ Sunil Chandra NayakMay 20, 2022 by Sunil Chandra NayakMay 20, 20220 ଟେମରି (ମ.ନି.ସ.)ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l... Read more