ଢ଼େଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦ ର ବୈଠକSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ଢ଼େଙ୍କାନାଳ : ୦୪/୦୯/୨୨_ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦର ବୈଠକ ଆଜି ପିପlର ସମ୍ମିଳନୀ କକ୍ଷରେ ରେ ଅନୁଷ୍ଠିତ ହୋଇଯାଇଛି lସଭାପତି ଶ୍ରୀଯୁକ୍ତ ଦୁର୍ଗାଚରଣ... Read more
ଧରାପୃଷ୍ଟ ରେ ଜଗତଜନନୀ ମା ମଙ୍ଗଳା ଙ୍କ ଅବତରଣ ଓ ଖୁଦୁରୁକୁଣୀ ଓଷା ପାଳିତSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ର ପଲ୍ଲୀସାମନ୍ତ ପୁର ଗ୍ରାମ ର ଧର୍ମାନନ୍ଦ ଭାଗବତ ଟୁଙ୍ଗି ଠାରେ ମହା ଆଡ଼ମ୍ବର ସହିତ ଖୁଦୁରୁକୁଣୀ ଓଷା... Read more
ଦାସୀ ଗାଁ ରେ ଲେ ଲେ ବଉଳ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମର ୟଙ୍ଗ ବଏଜ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟ ଘାଟ... Read more
ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 କଟକ : ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି ।ଗଣେଶ ଚତୁର୍ଥୀ ପାଳନ କରିଥିବା ଅନୁଷ୍ଠାନର... Read more
ମୁଣ୍ଡରା ଗୁଡା ସ୍କୁଲରେ ଗୁରୁ ଦିବସ ପାଳିତSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ... Read more
ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ଗୋଳାମୁଣ୍ଡା ତା ୫/୯ /ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି,ସେଥି ମଧ୍ୟରୁ ଲେତେର... Read more
ଗୋଡ଼ଭଂଜା ଗୋଳେଇ ଛକଠାରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ Sunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ଛିଲିପା : ଧର୍ମଗଡ଼ ବ୍ଲକ ଗୋଡ଼ ବଞ୍ଜାର ଗୋଳେଇ ଛକରେ ଅହିଂସା ରଥ ସ୍ୱାଧୀନତା ଦିବସ 75ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ... Read more
ରାଇଘର ମଦ,ସଟ୍ଟା ଓ ଖୁଡୁଖୁଡି ଜୁଆରେ ସାମିଲ୍ ଯୁବପିଢି Sunil Chandra NayakSeptember 5, 2022September 5, 2022 by Sunil Chandra NayakSeptember 5, 2022September 5, 20220 ରାଇଘର ୫/୯ – ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବ୍ଲକରେ ବର୍ତମାନ ଯୁବ ଗୋଷ୍ଠୀ ନିଶା କବଳରେ ବୁଡି ରହିଥିବା ବେଳେ ଏଥିରୁ... Read more
ଅନ୍ୟ ଏକ ଗୁରୁକୂଳ ଆଶ୍ରମର ଆଚାର୍ଯ୍ୟ ଲକ୍ଷ୍ମୀଧର ପ୍ରଧାନSunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ଚନ୍ଦାହାଣ୍ଡି୫/୫(ମ ନି ସ) ଶାସ୍ତ୍ର କହେ “ସା ବିଦ୍ୟା ଯା ବୀମୁକ୍ତୟେ” ଅର୍ଥାତ୍ ଶିକ୍ଷା ହିଁ ଅଜ୍ଞାନ ଅନ୍ଧକାର କୁ ଦୂର କରି ଜ୍ଞାନାଲୋକ... Read more
ଭାରସାମ୍ୟ ହରାଇ ଓଲଟି ପଡିଲା ପ୍ଲାଏବାର୍ଡ ବଝେଇ ପିକ୍ଓପ୍ ଭେନ୍Sunil Chandra NayakSeptember 5, 2022 by Sunil Chandra NayakSeptember 5, 20220 ନବରଙ୍ଗପୁର–(ମନିସ) ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଛକ ନିକଟରେ ଏକ ପ୍ଲାଏବୋର୍ଡ ବୋଝେଇ ପିକ୍ଓପ୍ ଭେନ୍ ଭାରସାମ୍ୟ ହରାଇ 26 ନମ୍ବର... Read more