କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଲାଞ୍ଜିଗଡ଼,୧୦/୦୩(ମ.ନି.ସ)-ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ଛାଡ଼ି ଭଟାଙ୍ଗପଦର-ମୁଷାନାଳ ରାସ୍ତା ଦେଇ ଲାଞ୍ଜିଗଡ଼ ଫେରୁଥିବାବେଳେ କୁଟୁଡୁଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ବେଦାନ୍ତ...
